by Akshayakumar Dash ✓ · 3 Apr 2020
ତାତି ଉଠେ ପ୍ରବୃତ୍ତି ଆଦିମ ପ୍ରେମ ଏଠି କିଣାବିକା ବଜାର କି ହାଟ ଛାତି ତଳେ ଦମ୍ଭିଲା ବସ୍ତୁର ହୁଏନି ପ୍ରହାର ବରଂ ନିଧଡକ ଚକଆଖି ଦେଖୁ ସବୁ ପ୍ରବଚନ।
Loading comments…
Loading comments…