by Chinmaya Kumar Nayak ✓ · 13 Dec 2021
ଶିର ପରେ ଶୋଭେ ଗଙ୍ଗା ଶ୍ୱେତଭାନୁ ଗଳାରେ ଭୁଜଙ୍ଗ ହାର ଶିବା ହୃଦେଶ୍ୱର ଭୋଳା ମହେଶ୍ୱର ତୁମେ ହିଁ ସଂସାର ସାର।
Loading comments…
Loading comments…