by DILIP KUMAR SAHOO ✓ · 2 Aug 2021
ଉଚ୍ଚ ରକ୍ତ ଚାପ ମଧୁମେହ କୋପ ଗ୍ୟାସ ସାଧୁଅଛି ଦାଉ ଅଣ୍ଟା ଦରଜକୁ ଆଣ୍ଠୁ ର ଦରଜ ସହି ହେଉନାହିଁ ଆଉ । ଆଜିକାଲି ତେଣୁ ବିନା ଓଷଦରେ ଚଳୁନାହିଁ ହାତ ପାଦ ଓଷଦ ନହେଲେ ରାତି ପାହିଯାଏ ଆଖିରେ ଆସେନି ନିଦ ।
Loading comments…
Comments
Loading comments…