120Log inSign up
ଓଠ... ଓଃ ଓଠ
Poem · Romance

ଓଠ... ଓଃ ଓଠ

by Prasanna Kumar Swain ✓ · 10 Aug 2017

28.6KReads
16Likes
1Min read

କଥା ଦେଉଥିବା ଓଠ, କଥା ରଖୁଥିବା ସିନ୍ଦୁକର କବ୍ଜାରେ ଚିରକାଳ । ଛୁଇଁଲେ ସାପର ଗର୍ଜନ, ନଛୁଇଁଲେ ଅଭିଳାଷର ଐଶ୍ୱର୍ଯ୍ୟ କି !

Loading comments…

ଓଠ... ଓଃ ଓଠ · StoryMirror