by Laxmipriya Sahu ✓ · 10 Dec 2020
ତୁମ ପାଦ ସ୍ପର୍ଶେ ପାଷାଣୀ ଅହଲ୍ୟା ଶାପମୁକ୍ତ ହେଲେ କୋଟି ପୂଣ୍ୟବଳେ କୈବର୍ତ୍ତ ତୁମ ପାଦଧୌତ ପଦଉଦକ ପାଇଲା ଶକଟା ଆଦି ଅସୁର ସେ ପାଦ ସ୍ପର୍ଶେ ନାଶ ଗଲେ
Loading comments…
Comments
Loading comments…