by Santosh Bhoi ✓ · 6 Apr 2020
ମେଞ୍ଚାଏ ମେଞ୍ଚାଏ କଷ୍ଟ ସହି ଚାଲୁଛି, ବସୁଛି, ଶୋଉଛି କଷ୍ଟ କି ଲିଭୁଛି? ଖାଲି ଜଳୁଛି ରାଜଯଜ୍ଞ ହୋମନିଆ ପରି ଗଙ୍ଗାଜଳ ଛିଞ୍ଚିଲେ କି ଲିଭୁଛି?
Loading comments…
Loading comments…