by Samar Ballav Bhoi ✓ · 17 Oct 2020
ଅମାନିଆ ପ୍ରିୟା ପ୍ରୀତିର ପଣତେ ଲାଜୁଆ ହସର ଧାରେ ଭୁଲିଯାଏ ସବୁ ସୁଖଦୁଃଖ ମୋର ପାଉଁଜି ଶବଦ ସୁରେ ମନ ମୋହି ନିଏ ହୃଦୟ ଭିତରେ ପାଉଁଜି ଶବଦ ତୀରେ
Loading comments…
Loading comments…