120Log inSign up
Poem · Fantasy

ପାଗଳ ମହୁମାଛି

by Soubhagya Sahu ✓ · 22 Apr 2019

393Reads
9Likes
1Min read

ଅଧରେ ଟିକେ ମହୁଥିବ, ତୁମକୁ ଅନେଇ ଅନେଇ, ଡେଣାଗୁଡା ମାଟିହେଇଯାଇଥିବ, ଉପର ମୁହାଁ ହେଇ ଗୋଡ଼ଟାକୁ ଟେକି ପଡିଥିବ।।

Loading comments…

ପାଗଳ ମହୁମାଛି · StoryMirror