ତୁମ ବହ୍ନିଶିଖା
ଆକର୍ଷଣେ ଆଜି
ମରଣ ଜାଣି ବି ଝାସ ଦିଏ,
ଏହାର ହିଁ ନାମ
ପ୍ରେମ ଯଦି ହୁଏ
ହଁ, ମୁଁ ପାଗଳ ପ୍ରେମିକଟିଏ।
Loading comments…
Comments
Loading comments…