by Kalyani Nanda ✓ · 30 Dec 2020
ବୟସ ବଢ଼େ, ନିସ୍ବ ଜୀବନକୁ ବୋହି ବୋହି, କ୍ଲାନ୍ତ,ଶ୍ରାନ୍ତ ଶରୀର ଆଶ୍ରା ଟିଏ ଖୋଜେ ତା ଚାରିପାଖେ, ହେଲେ ହାତମୁଠାରୁ ଖସିଯାଏ ତା ଆଶାର ବାଲି, ପୁଣିଥରେ ପାଗଳିନୀ ସମ ତା ସ୍ବପ୍ନଭରା ଜୀବନକୁ ଖୋଜୁଥାଏ।
Loading comments…
Loading comments…