by DILIP KUMAR SAHOO ✓ · 22 Sept 2020
ଝରଣା- ପାହାଡରେ ପାହାଡ ତୋ ଛାତି ପଥର କଲୁ ମୋତେ ବାଟବଣା କରୁନାହୁଁ ନିଜର ପାହାଡ- ଝରଣାଲୋ ଝରଣା ମୋ କରମ ପଥର ତୋପାଇଁ ଜଳୁଛି ନିତି ଲୁହ ହୁଏ କାକର ହଜେଇଖୋଜେ ମୁଁ ତୋତେ ଜାଣିଜାଣି ଅଜଣା ଝରଣାଲୋ ଝରଣା.....
Loading comments…
Comments
Loading comments…