by Prafulla Chandra Mishra ✓ · 18 Dec 2020
ଧଉଳି ଗିରି ଶାନ୍ତିର ସ୍ତୁପ ଦିଏ ଶାନ୍ତି ବାର୍ତ୍ତା ମୁକ ସାକ୍ଷୀ ୟେ କଳିଙ୍ଗ ଯୁଦ୍ଧ କଳିଙ୍ଗ ସଭ୍ୟତା ଖଣ୍ଡଗିରି ଶିଖରରେ ବିଜେ ମହାବୀର ଜୈନ ବୁଦ୍ଧ,ଜୈନ,ସନାତନ ଧର୍ମ ୟେ ମହାମିଳନ
Loading comments…
Loading comments…