by Parameswar Ojha ✓ · 13 Jul 2019
ଜାଣିଛି ତୁମେ ସବୁ ଜାଣିଛ ମୋ ଭାବନା କୁ ନପଢିପାର ହେଲେ ମୋ ଆଖିର ଲାଳସା ରୁ ତୁମେ ବେଶ୍ ବୁଝିଛ ମୋ ପ୍ରେମିକପଣ କୁ ମୁଁ ଜାଣେନି ତୁମ ମନକୁ ମୁଁ କେତେ ଆବୋରିଛି
Loading comments…
Loading comments…