by Kishore Nayak ✓ · 20 Jul 2021
ଜୀବନ ରଣାଙ୍ଗନରେ କ୍ଷଣଭଙ୍ଗୁରତାର ଅସ୍ଥିରତାକୁ ସ୍ଥିରୀକୃତ କରୁ କରୁ ଏ ଜୀବନ ବେଳେବେଳେ ଥକିପଡେ ଅଳ୍ପ ଦିନର ଗଳ୍ପ ଭିତରେ କେତେବେଳେ ସଫଳତାର କାହାଣୀଟିଏ ରଚନା କରିଦେଇ ଯାଏ ତ ପୁଣି କେତେବେଳେ ବିଫଳତାର ପ୍ରଚଣ୍ତ ପଦାଘାତରେ
Loading comments…
Comments
Loading comments…