by Kailash Chandra Sahani ✓ · 12 Feb 2020
ପାପ ମୋର ଜିହ୍ବା ଗାଇବାକୁ ତୋର ବନ୍ଦନା ତିମିର ଘୋର ଏ ଅଳିକ ଜୀବନ ଯାତନା , ପାପ ମୋର ଚର୍ମ ପରଶ ଲାଗିତୋ ବାଉଳା ଦେଖୁନୁ କେମିତି ଦିବସ ରଜନୀ ମୁକୁଳା !
Loading comments…
Loading comments…