by DILIP KUMAR SAHOO ✓ · 12 Nov 2020
ନାଲିନାଲି କଇଁଫୁଲେ ପୋଖରୀର ପାଣି ହସେ ଭରା ନଈ ଭରା ନାଳ ବରଷା ର ଗୀତ ଘୋଷେ ll ଭୋଦୁଅରେ ଭାଲୁକୁଣୀ ଦଶରା ଅଶିଣ ଶେଷେ ପାର୍ବଣର ପଣତରେ ହସଖୁସି ଅଙ୍କ କଷେ ।।
Loading comments…
Comments
Loading comments…