by ASHWINI KUMAR BAG ✓ · 8 Apr 2020
ହେ ଲୀଳାମୟ ଶୁଣି ପାରୁନି କି ତୁମ କର୍ଣ୍ଣ ଗହ୍ୱର ମୋ ବିକଳ ଆର୍ତ୍ତନାଦ । ଓହୋ ତୁମ ହାତରେ ଆଉ କିଛି ନାହିଁ ତେଣୁ ବନ୍ଦ ହୁଏ ତୁମ ଉପାସନା ସୌଧ ।।
Loading comments…
Loading comments…