120Log inSign up
Poem · Others

ପାରିବି ମୁଁ କେବେ ରହି

by Sasmita Acharya ✓ · 31 May 2018

13.2KReads
12Likes
1Min read

ତୋ ଠାରୁ ଦୂରେ ଟିକିଏ ରହିଲି ତୁ କି ପାରିବୁ ସହି ତୋ ଠାରେ ମାନ କରି କିବା ଲାଭ ମିଛେ ଯାହା ଥିଲି କହି……||

Loading comments…

ପାରିବି ମୁଁ କେବେ ରହି · StoryMirror