by Ansuman Swain ✓ · 10 Nov 2021
ଭାବଗ୍ରାହୀ ପ୍ରଭୁ ଭାବ ବିନୋଦିଆ ଅନାଥ ଜନର ବନ୍ଧୁ ତୁମ ଦରବାରେ ଏମିତି କାହିଁକି କୁହ ହେ କରୁଣା ସିନ୍ଧୁ ll ତୁମେ ପରା ଅଟ ସର୍ବ ବିଦ୍ୟମାନ ଯଶୋଦା ଗଣ୍ଠି ରତନ ଅସତ୍ୟ ଅଧର୍ମ ତୁମ ରାଇଜରେ ବିସ୍ତାରେ ତା ଉପବନ
Loading comments…
Loading comments…