by Rita Pattanaik ✓ · 29 Jul 2021
ମହମହ ବାସ ପାନବଟୁଆରୁ ଚୁଆଗୁଣ୍ଡି ସାଥେ କେତକୀ ଖଈର । କୁମ୍ଭପକା ଶାଢ଼ୀ କାନିରେ ଚାବି ପେନ୍ଥା ନେନ୍ଥାଏ -- ସିନ୍ଦୂର ଟୋପାଟି ମଥାରେ ତାର ଝଟକୁ ଥାଏ ।
Loading comments…
Loading comments…