by Amita Dash ✓ · 13 Oct 2021
ପାଉଁଶ ତଳେ ରହିଯାଏ ଅଧା କେତେ ସପନ ଆକାଶରେ ବର୍ଷା ଘଡ଼ଘଡ଼ିର ତାଣ୍ଡବ କାଳି ଅନ୍ଧାରରେ ମୁହଁକୁ ମୁହଁ ଦିଶିବା କଷ୍ଟ ମଶାଣିରେ ଜୁଇ କୁଢ଼ କୁଢ଼ କୋଉଠି ଜଳୁଛି ନିଆଁ ହୁତୁ ହୁତୁ ତ କୋଉଠୁ ଆସୁଥିଲା କୁହୁଳା ଧୂଆଁର ଗନ୍ଧ
Loading comments…
Loading comments…