by Chinmaya Kumar Nayak ✓ · 2 Jun 2021
ମୁଁ ନିଆଁ ହୋଇ ଆସେ ନିଜେ ଜଳି ଜାଳିବାକୁ ତୁମେ ଯେବେ ହାରିଯାଅ ଜୀବନ ସଂଗ୍ରାମେ ହାତ ଛାଡ଼ି ତୁମ ସାଥେ ଚାଲୁଥିବା ସହଯାତ୍ରୀଙ୍କର। ମୁଁ କଳା ହୋଇ ଆସେ ନିଜେ ହଜି ହଜାଇବାକୁ ତୁମେ ଯେବେ ପିନ୍ଧିଥାଅ କାପୁରୁଷତାର ଅନ୍ଧପୁଟୁଳି ଓ
Loading comments…
Loading comments…