by Subhalaxmi Nayak ✓ · 14 Aug 2019
ଏ ସେଇ ପବିତ୍ର ଭୂଇଁ.... ଯେଉଁଠି ମାଟିରେ ସୁନା ଫଳାଏ କୃଷକ ଭାଇ। ଏ ସେଇ ପବିତ୍ର ଭୂଇଁ.... ଯେଉଁଠି ଶତ୍ରୁ ପାଇଁ କାଳଯମ ସାଜେ ସୈନିକ ଭାଇ।
Loading comments…
Loading comments…