by Binaya Bhusan Panigrahi ✓ · 25 Jun 2019
ପଚାର ଲୋ ତାକୁ ପଚାର ସଖି, ଯୁଗେଯୁଗେ ସିଏ କପଟିଆ ବୋଲି ଦୁନିଆକୁ କିବା ଅଛୁପା ଅଛି? ସେଥିପାଇଁ ଅଧା ଗଢ଼ା ରହିଗଲା ସେଥିପାଇଁ ତା'ର ଶୋଚନା ନାହିଁକି ଚକ୍ର ଛାଡି ସେ କୁଚକ୍ରି ହେଉଛି ?
Loading comments…
Loading comments…