by Akshayakumar Dash ✓ · 23 Apr 2021
ଦୋକାନ ଖୋଲି ଶୁଣନ୍ତି ଗାଳି ବାଟରେ ଗଲେ ଚାଲି ଲକଡାଉନ,ସଟଡାଉନ ଏବେ କ୍ୟାରେଣ୍ଟିଂ ପାଳି । ବାହାର ରାଜ୍ୟ ଫେରନ୍ତି କେତେ ଯିବା ଆସିବା ବେଳେ ଆସନ୍ତି ରୋଗ ଭୂତାଣୁ କେତେ ନୂଆ ରୂପରେ ଖେଳେ ।
Loading comments…
Loading comments…