by Shanti Mishra ✓ · 5 Aug 2020
ଆଖୁ ବାଡି ହୁଏ ଯେବେ ଖସର ଖସର; ଦିନ ଦି ପହରେ ହୋଇ ତୁ ଲସର ପସର, ଦେଖା କରିବାକୁ ଚାଲି ଆସୁଥିଲୁ ନଶୁଣି କଥା କାହାର; ମନେ ପଡ଼ିଯାଏ ହେଉଥିଲେ କେତେ ଫୁସୁର ଫାସର !
Loading comments…
Loading comments…