by Biswanath Nayak ✓ · 7 Jul 2019
ଦୁଖ ହେଉ ସୁଖ ପାପ ହେଉ ପୁଣ୍ୟ ସରି। ଅଭିମାନେ ତୁମେ ମୁହଁ ଫେରାଅନା, ମୋ ମୁହଁକୁ ଥରେ ଚାହଁ। ନୀରବ ରହିଲେ, କଥା ମାନିବନି ଅମାନିଆଁ ଆଖିଲୁହ। ମନ ଆକାଶରେ ତାରାଟିଏ ହୋଇ, ରହିବାକୁ ମୋତେ ଦିଅ।
Loading comments…
Loading comments…