by Subrat Kumar Nath ✓ · 13 Jul 2019
ଶୁଷ୍କ ପୁଷ୍ପମାଳେ ଥିଲା ସେ,ଅପୂର୍ବ ନୀଳପଦ୍ମର ଆଶର ଦୁଇ ସୁସଞ୍ଚ ହୃଦୟ ଆଜି ଧୂସର ଧୂସର। ଅନନ୍ତଭୂଷଣରେ ସଜା ସେ ବିବିଧ ସ୍ବର୍ଣ୍ଣମୟୀ ମୁଖ ସ୍ୱଳ୍ପ ଖୁସିର ସାହାରା,କେ ବୁଝେ ଅସରନ୍ତି ଦୁଃଖ।
Loading comments…
Comments
Loading comments…