by Koushik Lenka ✓ · 1 Mar 2021
କଳମ ନଟା ପରି ମାତିଯାଏ ଆମ ଆବେଗ ର ସ୍ୱାଦହୀନ ଗାଲିଚା ଆମ ଭଳି କେତେ ବାସହରା ତା'କୁ ଲନ୍ ର ପରିଚୟ ଦିଅନ୍ତି; ସେଠି ଉଠେ ନୂଆ ନୂଆ କିଶୋର ଦୂବ, ଦୋଳି ବାନ୍ଧନ୍ତି କେତେ କାକର ଛୁଇଁ ଯାଏ ପ୍ରଣୟ ର ସାରା କୋଠରୀ ଲେଖା ହୁଏ ନୀଳ କଇଁ ର ଗ
Loading comments…
Comments
Loading comments…