by ବି. ନିରୁପମା ✓ · 26 Sept 2019
ଲଳନା ବୋଲି ସେ ଛଳନା କରନା ହେବ ବିପରୀତ ଦଶା ତା' ଦୀର୍ଘଶ୍ଵାସରେ ଜଳି-ପୋଡ଼ିଯିବ ତୁମ ଭବିଷ୍ୟତ ଆଶା
Loading comments…
Comments
Loading comments…