by Ranjan Kumar ✓ · 21 Sept 2019
ଉତ୍କଳର ମାନ ଅଭିମାନ ସ୍ୱାଭିମାନର ଥିଲା ଏ ପ୍ରତୀକ । ଦେଇ ଥିଲ ଯାହା ପାଇଁ ଆତ୍ମହୁତି ରଖିବାକୁ ଏ ଜାତିର ଟେକ । ଆସି ଥରେ ଦେଖି ଯାଅ ତୁମର ସ୍ୱପ୍ନର କୋଣାର୍କ ।
Loading comments…
Loading comments…