by Amita Dash ✓ · 22 May 2021
ଜେଜି ହନୁମାନ ଚାଳିଶାଠୁ ଆମ ଚାଳିଶାର ରଡି ଘର ଯାଏ ଶୁଭୁଥାଏ। କିତିକିତିରେ କିଏ ହାରିଯାଇ ଲୁହ ଗଡଉଥାଏ। ବାଲିଘର ଗଢି ନ ପାରି କିଏ ରାଗରେ ଦି ଗୋଇଠା ମାରେ। ଲୁହା ଦୋଳିରୁ ପଡି କିଏ ଖଣ୍ଡିଆ ଖାବରା ହୁଏ।
Loading comments…
Loading comments…