by Sisir Kumar Samal ✓ · 23 Oct 2020
ଦିଗ ହରା ମୋର ଏଇ ଦୁଇ ଆଖି ଖୋଜଇ ତୁମକୁ ସାଥୀ , କୁହ କେବେ ହେବ ମନ ର ମିଳନ ପ୍ରତିକ୍ଷା ରେ ହେବ ଇତି ।। ମରୁଭୂମି ପରି ଏଇ ମନ ଥିଲା ନ'ଥିଲା କୁଶ କଅଁଳି , ତୁମ ପ୍ରେମ ସ୍ପର୍ଶ ବାରିଷ ଧାରାରେ
Loading comments…
Loading comments…