by Titi Sarangi ✓ · 6 Apr 2018
ନବ ବିବାହିତା ବଉଳ ଡାକିଛି ମନ୍ଦିର ବେଢାକୁ ସରେ ନି ତା ଗପ ଗାଧୁଆ ତୁଠୁ ପ୍ରେମ ନଗରର ରାଣୀଟିଏ ପରି କାହାଣୀ ଗପୁଛି ଜାଣିନି ଆରମ୍ଭ ଶେଷ କୋଉଠୁ ।
Loading comments…
Loading comments…