by Samar Ballav Bhoi ✓ · 1 Apr 2021
ଫଗୁଣର ଫଗୁରଙ୍ଗେ ଭାରାକ୍ରାନ୍ତ ମନ ବୁଝେନି କଦାପି ସିଏ ଭାବେ ରାତିଦିନ!! ମୋବାଇଲ୍ ରିଙ୍ଗ୍ ରିଙ୍ଗ୍ ଶବ୍ଦ ଶୁଭେ ଯେବେ କାନେ ହଠାତ୍ ଚମକି ପଡେ ପ୍ରିୟା ମୋର ସୟନେ ସପନେ!!
Loading comments…
Comments
Loading comments…