by Kalandi pal ✓ · 5 Oct 2021
ଫଗୁଣ ଆସିବ ବୋଲି ମନ ନାଚୁଥିଲା ମଳୟ ବାସ୍ନାରେ ତାର ମନ ହଜୁଥିଲା ସାଥେ ଥିଲା ସ୍ୱପ୍ନ ତାର ହେଲା ମରୀଚିକା ଫଗୁଣର ଶେଷ ଚିଠି ଦେଇଗଲା ଧୋକା ଦୁଃଖେ ଦୁଃଖୀ ହୁଏ ଏକା ଏକା ବସି ll
Loading comments…
Comments
Loading comments…