by Satyabati Swain ✓ · 12 Oct 2021
ଏ ହୋଲି ଆସିଲେ ଗାଲରେ କେହି ଅବିର ମାଖିଦେଲେ ମୁଁ ଭିତରେ ଚମକି ପଡେ ତୋ ହାତର ଅନୁଭବ ମୋତେ ଉଦାସୀ କରି ଦିଅନ୍ତି ତୁ ଏବେ କେଉଁଠି ଅଛୁ ବର୍ତ୍ତିକା ??
Loading comments…
Comments
Loading comments…