by Pranati prabha Rout ✓ · 23 Aug 2021
ପାଣିଫୋଟକାଠାରୁ ସିନା ସାନ ଏହି ଆୟୁଷ କିଏ ଜାଣେ କେଉଁ ଶ୍ୱାସ ହେବ ଶେଷନିଃଶ୍ୱାସ ତଥାପି ଏତିକି ଏହି ଫଟାପଣତ କାନିରେ ଅନ୍ତତଃ ପାଞ୍ଚଆଙ୍ଗୁଳି ପରିମିତ ସ୍ଥାନ ଆପଣା ଛାଏଁ ସରଂକ୍ଷିତ ଅଛି ସତେଜ ଅଛି ଆଉ ରହିଥିବ ବି ସବୁଦିନ!!!
Loading comments…
Comments
Loading comments…