by Baijayantimala Rout ✓ · 4 Feb 2020
ପରଜାପତିଟି ଆସି ତନୁମନେ ମୋର, ଛୁଇଁ ଦେଇ କହିଯାଏ ତୁ ଭାରି ସୁନ୍ଦର । ନୂଆ ନୂଆ ଲାଗେ ଆଜି ଏ ସାରା ସଂସାର, ଉଡିବାକୁ ଇଛା ହୁଏ ପବନ ସାଥିର।
Loading comments…
Loading comments…