by Prakash Ranjan Parida ✓ · 10 Oct 2018
ଯେତିକି ଖୋଜିଲି ଯେତିକି ଲୋଡିଲି ତାଠୁ ଅଧିକ ପାଇବା ପରେ ବି ମୁଁ କିଛି ପାଇଲିନି ଯେମିତି ଖାଲି ହାତ ନେଇ ଯାଇଥିଲି ଫଲଗୁ ମୋହରେ ମୁକ୍ତା ସାଉଁଟିବା
Loading comments…
Comments
Loading comments…