by Monalisa priyadarsini Nanda ✓ · 4 Jun 2019
ସହରୀ ବାବୁ ଗୁଡା ଗାଁ ଙ୍କୁ ଆସୁଛନ୍ତି ମାଡି ମ୍ୟାମ ମାନେ ଗାଁ କୁ ଦେଉଥିଲେ ମୁହଁ ମୋଡି କୂଅରୁ ପାଣିକାଢି ଅଣ୍ଟା ଆଣ୍ଠୁ ଗଲାଣି ତାଙ୍କର ପଡି ଭାଗ୍ୟକୁ ନିନ୍ଦା କରି ଛାଡ଼ୁଛନ୍ତି ବେଙ୍ଗ ରଡି
Loading comments…
Loading comments…