by Santanu kumar Meher ✓ · 23 May 2019
ତେଲ ଲୁଣ ଘର, ସୁଖର ସଂସାର ହଜିଗଲା କୋଉ ସନ୍ଧିରେ । ସଜଡ଼ା ସଂସାର ଉଜୁଡି ଗଲା ଯେ । କିଛି ରଖିଲାନି ମୋର ସବୁ ଚାଲିଗଲା - ଏଇ ଫୋନିର ବାତ୍ୟାରେ ।
Loading comments…
Loading comments…