by Maheswar sahoo ✓ · 18 May 2019
ତମ ମୁଖ ଶିରି, ଚାହିଁବାକୁ ଆମେ, ହୃଦୟରୁ ଘୃଣା କରୁ । ବାତ୍ୟା ଫୋନି ତୁମେ, ଅଶାନ୍ତିର ଗ୍ରହ, ବିଦା ହୁଅ ମୋ ମାଟିରୁ ।
Loading comments…
Loading comments…