by subrat kumar jena ✓ · 15 Feb 2021
ଫର୍ଦ୍ଦେ କାଗଜ ତ ଖାଲି ନୁହଁ, ତୁମେ ପରା ସାକ୍ଷାତ ଅଛ ମୋ ପାଖରେ, ସବୁ ପ୍ରେରଣାର ଉତ୍ସ ହୋଇ, ସୁଖରେ ସୁଖୀ ହୋଇ ବହିଯାଅ କାହାଣୀ ରୂପରେ, ଦୁଃଖକୁ ପୁଣି ଭସାଇ ଦିଅ କବିତା କିଆରୀରେ, ତେଣିକି ସେ ବର୍ଷା ହେଉ ଅବା ବସନ୍ତ ।।
Loading comments…
Loading comments…