by rasmi maye pati ✓ · 31 Aug 2020
ସୁଖ ଦୁଃଖ ନ ମିଶିଲେ ଫର୍ଦ୍ଦ ପୁରେ ନାହିଁ ନିବିଡ଼ ଫାସରେ ଦୁହେଁ ବନ୍ଧା ହୋଇ ଥାଇ । ହାରିବାରେ ଲେଖାଅଛି ଜିତିବାର ଅର୍ଥ ହାରି ହାରି ଜିତିବା ହିଁ ଜୀବନର ଅର୍ଥ ।
Loading comments…
Comments
Loading comments…