by Prasanna Kumar Madala ✓ · 13 Aug 2019
ପ୍ରାଚୀନ କାଳର ଲୋକଙ୍କୁ ଭେଟିଲେ କହିଦେବି ସବୁତକ ଯୁଗ ବଦଳିଛି ଏ ସଂସାରେ ଏବେ ମିଳିବେ ସମସ୍ତ ଠକ । ଅବୋଧ ଭଳି ମୁଁ ଲେଖିଦିଏ ବୋଲି କବିକୁଳ କହେ ଦୋଷୀ ଫଟା ଜୋତା ଦେଖି ବିଦ୍ରୂପ କରନ୍ତି ହସୁଥାନ୍ତି ମନ ତୋଷି ।
Loading comments…
Loading comments…