by ଦୀପଙ୍କର ଦାସ ✓ · 2 Jan 2022
ମାଆ ତାକୁ କଜଳ ଲଗେଇ ଦିଏନା କାମକୁ ପାଠଏ ଜେଜେମା ଗପ ନଶୁଣି ବି ରାତି ହେଲେ ପରିଶ୍ରମର ଚାଦର ଘୋଡି ଚୁପ୍ ଚାପ୍ ଶୋଇଯାଏ ଶହେ ଟଙ୍କାରେ ବାପାଙ୍କ ପାଇଁ ଔଷଧ କିଣେ ଟଙ୍କା ବଳିଲେ ଭଉଣୀ ପାଇଁ ଚକୋଲେଟ୍ ଆଣେ ଆଉ ସେ ପ୍ରେମ ଚନ୍ଦଙ୍କ ନାୟକ
Loading comments…
Comments
Loading comments…