by Binaya Bhusan Panigrahi ✓ · 28 Jun 2019
ରଙ୍ଗ ଥିଲାବେଳେ ସିନା ଫୁଲମାନେ ନିର୍ବୋଧ-ନିରୀହା ରଙ୍ଗତକ ଫିକା ହେଇଗଲେ ସେଇମାନେ ପଢ଼ନ୍ତି ଆଖିରୁ ବୁଝନ୍ତି ଅନ୍ତରର ଭାଷା ଆଗନ୍ତୁକର ପାଦ ଶବ୍ଦରୁ ।
Loading comments…
Comments
Loading comments…