by Sudipta Behera ✓ · 25 Feb 2020
ପ୍ରତି ପାଖୁଡା ରେ ସ୍ନେହ ଦିଅ ଭରି ସଞ୍ଚ ରି ଯିବି ମୁଁ ବନ ଲତା ଗିରି ବାଣ୍ଟି ଦେବି ସ୍ନେହ, ଦୁଃଖ ଅପସରି ଚାଲି ବି ଆଗକୁ ଯିବି ନାହିଁ ହାରି.
Loading comments…
Comments
Loading comments…