by Ranjita Das ✓ · 27 Aug 2019
ପୁଣି ନାଲି ମନ୍ଦାର ମାଳଟେ ହେଇ ମା' ଗଳାରେ ଝଲକିବି ନାଲି, ନେଳି ଭଳିକି ଭଳି ଫୁଲ ହେଇ ମହକି ଯିବି ହଁ, ମୁଁ ଫୁଲଟିଏ ହେବି ।
Loading comments…
Loading comments…